ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ବାଜିମାତ କଲା ଓଡିଶା :ଶ୍ରେଷ୍ଠ ରାଜ୍ୟ ବର୍ଗ ତାଲିକାରେ ଓଡ଼ିଶା ପ୍ରଥମ October 16, 2024 11:22 am କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାମ କରୁଥିବା ଯୋଗୁଁ ଓଡ଼ିଶାକୁ ଶ୍ରେଷ୍ଠ