ଆଜିଠୁ ଆରମ୍ଭ ହେଲା ଯୁକ୍ତଦୁଇ ଖାତାଦେଖା April 2, 2025 6:31 pm ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ୧୪୮ଟି କେନ୍ଦ୍ରରେ ହେବ ଖାତାଦେଖା l ଏଥିସହ ମେ ୧୫ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ l ପ୍ରଚଣ୍ଡ