ସରିଲା ଉପରାଷ୍ଟ୍ରପତି ନିର୍ବାଚନ l ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ସି.ପି ରାଧାକ୍ରିଷ୍ଣନ ବିପକ୍ଷ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାଜିତ କରିଛନ୍ତି l ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡିଙ୍କୁ ହରାଇଲେ l ତେବେ ଏହାକୁ ନେଇ ଫଳାଫଳ ଘୋଷଣା କଲେ ରିଟର୍ଣ୍ଣିଂ ଅଫିସର ପି.ସି. ମୋଦି l
ସି.ପି ରାଧାକ୍ରିଷ୍ଣନଙ୍କ ସପକ୍ଷରେ ପ୍ରଥମ ପସନ୍ଦର ୪୫୨ ଭୋଟ ମିଳିଥିବା ବେଳେ ସୁଦର୍ଶନଙ୍କ ସପକ୍ଷରେ ପ୍ରଥମ ପସନ୍ଦର ୩୦୦ ଭୋଟ ପଡ଼ିଛି l ଉଭୟ ଗୃହରୁ ମୋଟ ୭୬୭ଟି ପ୍ରଥମ ପସନ୍ଦର ଭୋଟ ଗ୍ରହଣ ହୋଇଥିଲା l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 62