Explore

Search

October 13, 2025 6:20 pm

Genres

ବିହାର ବିଧାନସଭା ନିର୍ବାଚନ: ଏନଡିଏର ଆସନ ବୁଝାମଣା

ଆଗକୁ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ l ଏନେଇ କ୍ଷମତାରେ ଥିବା ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଚୁଡାନ୍ତ ଅଙ୍କକଷା ଶେଷ କରିସାରିଛନ୍ତି l ଯାହାର ଫଳସ୍ଵରୂପ ବିହାର ନିର୍ବାଚନରେ ବିଜେପି- ୧୦୧ ଓ ଜେଡିୟୁ- ୧୦୧ ଆସନରେ ଲଢ଼ିବେ l ଅନ୍ୟପକ୍ଷରେ ଆରଏଲଏମ୍ ଓ ହମକୁ ମିଳିଲା ୬ଟି ଆସନ ଓ ଏଲଜେପି (ଆର)- ୨୯ଟି ଆସନରେ ନିର୍ବାଚନ ଲଢ଼ିବ ଏନେଇ ଆନୁଷ୍ଠାନିକ ଭାବରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score