Explore

Search

July 29, 2025 6:27 pm

Genres

ଆଜି ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହେବ ଚର୍ଚ୍ଚା

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅପରେସନ ସିନ୍ଦୁର ବିଷୟରେ ୧୬ ଘଣ୍ଟା ଚର୍ଚ୍ଚା ହେବ l ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିବେ ଚର୍ଚ୍ଚା l ଅମିତ ଶାହ, ଏସ୍‌. ଜୟଶଙ୍କର ଓ ନିଶିକାନ୍ତ ଦୁବେ ସାମିଲ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି l ସେହିପରି ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା ପାଇଁ କଂଗ୍ରେସକୁ ୩ ଘଣ୍ଟାର ସମୟ ମଧ୍ଯ ମିଳିଛି ଯାହାକୁ ନେଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଓ ଗୌରବ ଗୋଗଇ କରିବେ ବିତର୍କ ଯଦ୍ୱାରା ଉଭୟ ଗୃହରେ ଚାଲିବ ମାରାଥନ ୩୨ ଘଣ୍ଟାର ବିତର୍କ ଚାଲିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score