ଗତକାଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରିଛନ୍ତି l ବର୍ତ୍ତମାନର ସମୟରେ ଦେଶରେ ଚାଲିଥିବା ସମୟ ଓ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତଙ୍କୀ ଟ୍ରେନିଂ ସେଣ୍ଟରରେ ସଠିକ୍ ପ୍ରହାର କରିଛୁ l ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛୁ l ଭାରତୀୟ ସେନା ପାକିସ୍ତାନର ଛାତିରେ ପ୍ରହାର କରିଛି ଫଳରେ ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନ ହୋଇଛି l ଏ ସମୟ ଯୁଦ୍ଧର ସମୟ ନୁହେଁ, କିନ୍ତୁ -ଆତଙ୍କବାଦର ସମୟ ବି ନୁହେଁ l ଏଥିସହିତ ଏକସଙ୍ଗେ ଟେରର ଓ ଟ୍ରେଡ୍ ଏକାସାଙ୍ଗେ ହୋଇପାରିବ ନାହିଁ l ପାଣି ଓ ରକ୍ତ ଏକାସାଙ୍ଗରେ ବହିପାରିବ ନାହିଁ l ଯଦି କଥାବାର୍ତ୍ତା ହେବ କେବଳ ପିଓକେ ପ୍ରସଙ୍ଗରେ ହେବ’ ବୋଲି ପ୍ରଧାନମନ୍ତ୍ରୀ ନିଜ ମତ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିଲେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |