Explore

Search

March 12, 2026 10:58 am

ବସିବ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ବୈଠକ, ଗସ୍ତ ଅଧାରୁ ଫେରିଲେ ମୋଦି

ଦେଶର ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସ୍ଵତନ୍ତ୍ର ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ଫଳରେ ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ମୋଦୀ। କିଛି ସମୟ ମଧ୍ୟରେ ବସିବ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ। ଆତଙ୍କୀଙ୍କୁ ସନ୍ଧାନ କରିବା ପ୍ରଚେଷ୍ଟା ଓ ସନ୍ଦିଗ୍ଧ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ l କେବଳ ଜମ୍ମୁ କାଶ୍ମୀର ନୁହେଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକରେ ସୁରକ୍ଷାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି ଶ୍ରୀନଗରରୁ ଉଡ଼ିବ ଏୟାର ଇଣ୍ଡିଆର ୨ଟି ଅତିରିକ୍ତ ବିମାନ l ଦିଲ୍ଲୀ ଓ ମୁମ୍ବାଇ ପାଇଁ ୨ଟି ଅତିରିକ୍ତ ବିମାନ ବ୍ୟବସ୍ଥା l
ଦିନ ସାଢ଼େ ୧୧ଟା ଓ ୧୨ଟାରେ ବାହାରିବ ୨ଟି ବିମାନ l ଅତିରିକ୍ତ ବିମାନ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା l ଆତଙ୍କୀ ଆକ୍ରମଣ ପରେ ଜାମ୍ମୁ ଓ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score