Explore

Search

February 5, 2025 11:37 pm

Genres

ଓଡ଼ିଶା ଗମନାଗମନକୁ ସଂଯୋଗ କରିବ ୩ଟି ନୂତନ ରେଲୱେ ପ୍ରୋଜେକ୍ଟ

new railway line in odisha

ଓଡିଶା/ଦିଲ୍ଲୀ: ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ ତଥା ଗମନାଗମନକୁ ସଂଯୋଗକୁ କରିବା ପାଇଁ ଆଠଟି ନୂତନ ରେଲୱେ ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସରକାରୀ ଅନୁମୋଦନ କରିବା ସହିତ ମୋଟ ୧୯,୨୮୯ କୋଟି ବ୍ୟୟ ଅଟକଳ କରାଯାଇଛି l

ରାଜ୍ୟର ରେଳ ବିକାଶ ପାଇଁ ଅଧିକ ଅର୍ଥ ଆବଣ୍ଟନ କରିଥିବାରୁ ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସଡକ ସଂଯୋଗକୁ ଯୋଡ଼ିବ । ଏଥିସହ ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟର ୫୯ଟି ଷ୍ଟେସନର ପୁନଃନିର୍ମାଣ କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ରାୟଗଡା ରେଳ ବିଭାଗ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ସାଂସଦଙ୍କ ସହ ଚାଲିଥିବା ଆଲୋଚନାରେ ଅଶ୍ଵିନୀ ବୈଷ୍ଣବ ଏହା ନିଶ୍ଚିତ କରିଛନ୍ତି।

ତେବେ ଅନୁମୋଦିତ ରେଳ ପ୍ରକଳ୍ପଗୁଡିକ ଗୁଡିକ ହେଉଛି ଗୁଣୁପୁର- ଥିରୁଭାଲି ରେଳ ଲାଇନ, ଜୁନାଗଡ଼ ରୋଡ- ନବରଙ୍ଗପୁର ନୂଆ ରେଳ ଲାଇନ, ଭଦ୍ରାଲାମ ନୂତନ ରେଳ ଲାଇନ ଦେଇ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ୍, ବାଦାମପାହାଡ-କେନ୍ଦୁଝରଗଡ ନୂଆ ରେଳ ଲାଇନ, ବାଙ୍ଗିରିପୋଶି-ଗୋରୁମାହିସାନି ନୂଆ ରେଳ ଲାଇନ,ବୁଡାମରା-ଚାକୁଲିଆ ନୂଆ ରେଳ ଲାଇନ,ସାର୍ଡେଗା-ଭାଲୁମୁଦା ନୂତନ ଡୁଆଲ୍ ରେଳ ଲାଇନ,ବରଗଡ ରୋଡ୍-ନୂଆପଡା ରୋଡ୍ ନୂତନ ରେଳ ଲାଇନ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score