Explore

Search

February 5, 2025 10:09 am

Genres

ଜାନୁଆରୀ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଅନୁଷ୍ଠିତ ହେବ ଏକାମ୍ର ଉତ୍ସବ

ekamra utsav 2025

ଭୁବନେଶ୍ୱର: ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ଯ ରାଜଧାନୀ ଭୁବନେଶ୍ଵରରେ ଏକାମ୍ର ଉତ୍ସବ ଆୟୋଜନ କରାଯିବ । ଜାନୁଆରୀ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ହେଲେ କୌଣସି ନାମୀ ବଲିଉଡ୍ ସିଙ୍ଗରଙ୍କୁ କିନ୍ତୁ ଏଥର ଦେଖ‌ିବାକୁ ମିଳିବନି I ଏପରିକି ପ୍ରଦର୍ଶନୀ ପଡ଼ିଆରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ସିଟି ଫେଷ୍ଟିଭାଲକୁ ଭିନ୍ନ  ଢଙ୍ଗରେ ଆୟୋଜନ କରାଯିବ l ତେବେ ପାର୍କରେ ଗପରେ ଆସର, ରାତ୍ରିକାଳୀନ ମାର୍କେଟ ଭଳି କାର୍ଯ୍ୟକ୍ରମର ଆଯୋଜନ କରାଯିବ। ଏହି ଅବସରରେ ଇଡକୋ ପ୍ରଦର୍ଶନୀ ପଡିଆରେ ଆାଦିବାସୀ ମେଳା ଓ ଓଡ଼ିଶାରେ ପ୍ରବାସୀ ଓଡିଆ ସମ୍ମିଳନୀ ଅନୁଷ୍ଠିତ ହେବ l 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score