ଆସନ୍ତା କାଲି ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ l ଯାଜପୁରରେ ଆୟୋଯିତ ହେବାକୁଥିବା ସୁଭଦ୍ରା ଟଙ୍କା ବଣ୍ଟନ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣ୍ଟିବେ ସୁଭଦ୍ରା ଟଙ୍କା l ଆସନ୍ତାକାଲି ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବା ସହିତ ମୋଟ୍ ହିତାଧିକାରୀ ସଂଖ୍ୟା ୧ କୋଟି ପାର୍ କରିବ l ଏବେ ସୁଦ୍ଧା ୮୦ ଲକ୍ଷ ୨୯ ହଜାରୁ ଅଧିକଙ୍କୁ ମିଳିସାରିଛି ଟଙ୍କା l ପ୍ରଥମ କିସ୍ତି ପାଇନଥିବା ଲୋକେ ପରେ ମଧ୍ୟ ଆବେଦନ କରିପାରିବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 68