Explore

Search

April 18, 2025 5:26 am

Genres

ରାମେଶ୍ୱରମ୍ ଧାମକୁ ଯୋଡ଼ିଲା ଆଧୁନିକ ପାମ୍ବନ ବ୍ରିଜ

ଦୀର୍ଘ କେତେ ବର୍ଷର ପ୍ରତୀକ୍ଷା ପରେ ବର୍ତ୍ତମାନ ଶ୍ରଦ୍ଧାଳୁମାନେ ସୁରୁଖୁରରେ ଦର୍ଶନ କରିପାରିବେ ପ୍ରଭୁ ରାମେଶ୍ଵରମଙ୍କୁ l ଯାହା ଚତୁର୍ଦ୍ଧାମ ଓ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ଅଟେ l ସୂଚନା ଅନୁଯାୟୀ ତାମିଲନାଡ଼ୁ ରାଜ୍ୟର ରାମେଶ୍ବରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଛନ୍ତିl । ପ୍ରାୟ ୫୫୫ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମିତ ହୋଇଥିବା ବେଳେ ପ୍ରାୟ ୮,୩୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୋଦି l ଯାହାଫଳରେ ରାମନାଥ ସ୍ୱାମୀ ମନ୍ଦିର ପରିଦର୍ଶନରେ ଆସୁଥିବା ତୀର୍ଥଯାତ୍ରୀ ହେବେ ଉପକୃତ ଓ ୨.୮କିମି ସେତୁରେ ଯାତାୟାତ କରିବେ ତୀର୍ଥଯାତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score