Explore

Search

February 20, 2025 10:41 pm

Genres

ବୃଦ୍ଧି ହେଲା କନିଷ୍ଠ ଶିକ୍ଷକଙ୍କ ଦରମା – ସୂଚନା ଦେଲେ ରାଜ୍ଯ ସରକାର

ଓଡିଶା ସରକାର କନିଷ୍ଠ ଶିକ୍ଷକଙ୍କୁ ଦେଲେ ଖୁସିର ଭେଟି। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା  ୫ହଜାରକୁ ବୃଦ୍ଧି ହୋଇଛି। ନିଯୁକ୍ତ ହୋଇଥିବା କନିଷ୍ଠ ବର୍ଗ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୫ହଜାରକୁ ବୃଦ୍ଧି ହୋଇଛି।ପୂର୍ବରୁ କନିଷ୍ଠ ଶିକ୍ଷକମାନେ ୧୧ ହଜାର ଟଙ୍କା ପାଉଥିଲେ। ଦରମା ବୃଦ୍ଧି ପରେ ୧୬ ହଜାର ଟଙ୍କା ପାଇବେ କନିଷ୍ଠ ଶିକ୍ଷକ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ବର୍ଦ୍ଧିତ ଦରମା ସେମାନଙ୍କ ଦାବି ଶୁଣିଛନ୍ତି।  ସେମାନଙ୍କ ଦରମାକୁ ବୃଦ୍ଧି କରିଛନ୍ତି। ଦରମା ବୃଦ୍ଧି ପରେ ଖୁସି ବ୍ୟକ୍ତ କରିଛନ୍ତି କନିଷ୍ଠ ଶିକ୍ଷକ।  ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି କନିଷ୍ଠ ଶିକ୍ଷକ। ଦରମା ବୃଦ୍ଧି ହେବା ଯୋଗୁ  ରାଜ୍ୟରେ ୧୧ହଜାରୁ ଅଧିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ଉପକୃତ ହେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score