Explore

Search

July 31, 2025 12:43 am

Genres

ପୁରୀ ହେବ ମହାନଗର ନିଗମ, ଏଣିକି ହେବ ୬

ଖୁବଶୀଘ୍ର ଓଡ଼ିଶାରେ ପାଞ୍ଚରୁ ଛଅ ହେବାକୁ ଯାଉଛି ମହାନଗର ନିଗମ l ଭୁବନେଶ୍ବର,କଟକ, ବ୍ରହ୍ମପୁର,ରାଉରକେଲା ଓ ସମ୍ବଲପୁର ପରେ ଏବେ ଏହି ତାଲିକାରେ ଯୋଡି ହେବ ପୁରୀ l ଆନୁଷ୍ଠାନିକ ଭାବେ ପୁରୀ ମହାନଗର ନିଗମ ହେବାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଆଜି ଠାରୁ ହେବ ପ୍ରସ୍ତୁତି ପ୍ରକ୍ରିୟା l ସୁନ୍ଦର, ସବୁଜ ଓ ସମୃଦ୍ଧ ସହର କରାଯିବା ଲକ୍ଷ୍ୟ ନେଇ ବିକଶିତ ପୁରୀ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score