Explore

Search

July 30, 2025 7:34 pm

Genres

ପୁଞ୍ଜି ନିବେଶକଙ୍କ ପାଇଁ ଓଡିଶା ମୁଖ୍ୟ ଗନ୍ତବ୍ୟସ୍ଥଳ : ମୁଖ୍ଯମନ୍ତ୍ରୀ

ପୂର୍ବ ଭାରତରେ ପ୍ରମୁଖ ଉପକୂଳବର୍ତ୍ତୀ ରାଜ୍ଯ ଓଡିଶା ବର୍ତ୍ତମାନ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି l ଘରୋଇ ପୁଞ୍ଜି ନିବେଶକଙ୍କ ପାଇଁ ଓଡ଼ିଶା ଅଗ୍ରଣୀ ଗନ୍ତବ୍ୟସ୍ଥଳ କେବଳ ସେତିକି ନୁହେଁ ସାରା ଭାରତରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପାଲଟିଛି ଅଗ୍ରଣୀ ଗନ୍ତବ୍ୟସ୍ଥଳ l

ପ୍ରସ୍ତାବିତ ୧.୪ଲକ୍ଷ କୋଟିର ନିବେଶ ଆକୃଷ୍ଟ କରିଛି ଓଡ଼ିଶା l ଯାହା ଭାରତରେ ପ୍ରସ୍ତାବିତ ନିବେଶର ୪୦ ପ୍ରତିଶତ ଅଟେ l ଉଭୟ କେନ୍ଦ୍ର ଓ ରାଜ୍ଯରେ ଡବଲ ଇଞ୍ଜିନ ସରକାର ପାଇଁ ଏହା ସମ୍ଭବ ହୋଇଛି ବୋଲି ମାନ୍ୟବର ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score