Explore

Search

February 21, 2025 3:12 am

Genres

ଖୁବ ଶୀଘ୍ର ଆରମ୍ଭ ହେବ ଜୟଦେବ ବିହାର ନନ୍ଦନକାନନ ଓଭରବ୍ରିଜ୍‌ କାମ

ରାଜଧାନୀ ଭୁବନେଶ୍ଵରରେ ଗହଳି ରୋକିବା ପାଇଁ ଖୁବଶୀଘ୍ର ଜୟଦେବବିହାର ନନ୍ଦନକାନନ ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭ ହେବା ସହ ଟେକିନିକାଲ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି l ଜୟଦେବ ବିହାରରୁ ଫ୍ଲାଏ ଓଭର ନନ୍ଦନ କାନନକୁ ସଂଯୋଗ କରିବ l ମଝିରେ ମଝିରେ ବଡ଼ ବଡ଼ ଛକରେ ରହିବ ଏସ୍‌କେପ୍‌ ୱେ l ୪ ଲେନ ରାସ୍ତା ହେବା ସହ ଭୁବନେଶ୍ୱର ଲାଇଫ ଲାଇନ ହେବ l ଏହା ୨୦୨୭-୨୮ ସୁଦ୍ଧା ପ୍ରକଳ୍ପ ଶେଷ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score