Explore

Search

March 13, 2025 11:12 pm

Genres

କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

National Recognition For Cuttack Bali Jatra

କଟକ ସହରର ଐତିହାସିକ ବାଣିଜ୍ୟ ମେଳା ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା l ଏହାକୁ ନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି l ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ lପୂର୍ବ ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଥିବା ବେଳେ ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୂଚନା ଦେଇଛନ୍ତି l ରାଜ୍ଯ ବିଧାନସଭାରେ ବାରବାଟୀ ବିଧାୟକା ସୋଫିଆ ଫିରଦୋସ୍ ଏବଂ କଟକ ମେୟର ସୁବାଷ୍ ସିଂ ମଧ୍ଯ ସରକାରଙ୍କୁ ଅନେକ ଥର ପତ୍ର ଲେଖିଥିଲେ l ଜାତୀୟ ମାନ୍ୟତା ମିଳିବା ପରେ କୁମ୍ଭମେଳା ପରି ବାଲିଯାତ୍ରାକୁ ମଧ୍ଯ କେନ୍ଦ୍ରୀୟ ଆର୍ଥିକ ସହାୟତା ମିଳିବା ସଙ୍ଗେସଙ୍ଗେ ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ ମଧ୍ଯ ସାହାଯ୍ଯ ପାଇବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score