ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା l ଋଷିଆ-ୟୁକ୍ରେନ ଯୁଦ୍ଧ ନେଇ ଆଲୋଚନା ହୋଇଥିବା ବେଳେ ଯୁଦ୍ଧରେ ଭାରତ ଶାନ୍ତିର ପକ୍ଷ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି l ପୁତିନଙ୍କୁ ମଧ୍ୟ ଏହା ଯୁଦ୍ଧର ସମୟ ନୁହେଁ ବୋଲି ମୋଦି କହିବା ସହିତ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ l ଏଥିସହ ବଢ଼ିଲା ୨ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଟାର୍ଗେଟ l ୨୦୩୦ ସୁଦ୍ଧା ବାଣିଜ୍ୟ କାରବାର ୫୦୦ ବିଲିୟନ ଡଲାର ଧାର୍ଯ୍ୟ ହୋଇଛି l ମୁଖ୍ୟତଃ ପ୍ରତିରକ୍ଷା, ଶକ୍ତି ଓ ମହାକାଶ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |