ଭୁବନେଶ୍ବର: ରାଜ୍ଯରେ ଲିଙ୍ଗଗତ ସମାନତା ତଥା ଏହାର ନିରାକରଣ ପାଇଁ ଆଜି ଶକ୍ତି ଆପ୍ର ଉଦଘାଟନ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ଏହି ଆପ ମୁଖ୍ୟତଃ ଲିଙ୍ଗଭିତ୍ତିକ ହିଂସାର ପ୍ରତିକାର ଦିଗରେ କାମ କରିବ l ପ୍ରଥମ କରି ରାଜ୍ୟର ପ୍ରମୁଖ ଜିଲ୍ଲାରେ ଯଥା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ପ୍ରଥମ କରି ପାଇଲଟ୍ ପ୍ରକଳ୍ପ ଭାବେ ୫ ଜିଲ୍ଲାରେ ଏହି ଶକ୍ତି ଆପର ଶୁଭାରମ୍ଭ ହୋଇଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 74