Explore

Search

October 20, 2025 10:18 am

Genres

ସିନ୍ଧୁ ନଦୀ ଚୁକ୍ତି ଉପରେ ପୁନର୍ବାର ଆଲୋଚନା ପାଇଁ ଭାରତକୁ ଅନୁରୋଧ କଲା ପାକିସ୍ତାନ

ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପ‌ରେ ପୁନର୍ବିଚାର କରିବାପାଇଁ ଭାରତକୁ ବାରମ୍ବାର ଅନୁରୋଧ କରୁଛି ।

ଅପରେସନ୍‌ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ ପାକିସ୍ତାନ ଭାରତକୁ ପ୍ରଥମ ଚିଠି ପଠାଇଥିଲା । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇଛି ।

ଚୁକ୍ତି ରଦ୍ଦ ଦ୍ବାରା କେବଳ କୃଷି ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ପ୍ରଭାବ ରହିବ । ଏଥିପାଇଁ ପାକିସ୍ତାନରେ ଅତ୍ୟନ୍ତ ଉତ୍କଟ ଜଳ ସଙ୍କଟ ମଧ୍ୟ ଦେଖାଦେଇପାରେ । ଏହି ମାମଲାରେ ମଧ୍ୟସ୍ଥତା କରିବାପାଇଁ ପାକିସ୍ତାନ ପୂର୍ବରୁ ବିଶ୍ବ ବ୍ୟାଙ୍କ୍‌କୁ ଅନୁରୋଧ କରିଥିବା ବେଳେ ବିଶ୍ବ ବ୍ୟାଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score