Explore

Search

October 13, 2025 4:45 pm

Genres

୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଲେ ଭେନଜୁଏଲାର ମାରିଆ କୋରିନା

ଭେନଜୁଏଲାବାସୀଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ କରୁଥିଲେ ମାରିଆ କୋରିନା ଲଢେଇ l ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି ମାରିଆ କୋରିନା l ଟ୍ରମ୍ପଙ୍କ ନୋବେଲ୍ ଶାନ୍ତି ପୁରସ୍କାର ସ୍ୱପ୍ନ ଭାଙ୍ଗି ଚୁରମାର l

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ଧରି ନୋବେଲ ଶାନ୍ତି ପୁରସ୍କାର ପାଇଁ ଉତ୍କଣ୍ଠିତ ଥିଲେ । ଟ୍ରମ୍ପ ତାଙ୍କର କିଛି ବୈଦେଶିକ ନୀତି ସଫଳତା, ଯେପରିକି ଶାନ୍ତି ଚୁକ୍ତିନାମାକୁ ନେଇ ନୋବେଲ ପାଇଁ ଦାବି କରି ଆସୁଥିଲେ l ବିଶେଷଜ୍ଞମାନଙ୍କ ମତରେ କମିଟି ସାଧାରଣତଃ ଶାନ୍ତି ପାଇଁ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା ବ୍ୟକ୍ତି କିମ୍ବା ସଂଗଠନକୁ ପୁରସ୍କାର ପ୍ରଦାନ କରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score