Explore

Search

August 6, 2025 8:23 pm

Genres

ଓଭାଲରେ ୬ ରନ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

ଗତକାଲି ସଂଘର୍ଷପୂର୍ଣ୍ଣ ମ୍ଯାଚରେ ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ କ୍ରିକେଟ ଟେଷ୍ଟରେ ଭାରତ ବିଜୟ ହୋଇଛି l ଏହି ମ୍ୟାଚରେ ମହମ୍ମଦ ସିରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ୨ଟି ଇନିଂସରେ ୯ଟି ୱିକେଟ ନେଇଛନ୍ତି ସିରାଜ l ଅନ୍ୟପକ୍ଷରେ ଶୁବମନ ଗିଲ୍‌ ଓ ଇଂଲଣ୍ଡର ବ୍ରୁକ୍ସ ଯୁଗ୍ମ ପ୍ଲେୟାର ଅଫ ଦି ସିରିଜ ହୋଇଥିବା ବେଳେ ସିରିଜ୍‌ରେ ଭାରତର ଶୁବମନ ଗିଲ୍‌ ୭୫୪ ରନ୍‌ କରିଛନ୍ତି l ଇଂଲଣ୍ଡର ହ୍ୟାରି ବ୍ରୁକ୍ସ ସିରିଜରେ ମୋଟ ୪୮୧ ରନ କରିଥିବା ବେଳେ ୬ ରନ୍‌ରେ ଇଂଲଣ୍ଡକୁ ହରାଇଛି ଭାରତ l ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୨-୨ରେ ଭାରତର ସିରାଜଙ୍କୁ ୫ ଓ କ୍ରିଷ୍ଣାଙ୍କୁ ୪ ୱିକେଟ ମିଳିଥିଲା l ସ୍କୋର: ଯହିଁରେ ଭାରତ- ୨୨୪ ଓ ୩୯୬; ଇଂଲଣ୍ଡ- ୨୪୭ ଓ ୩୬୭ ଓ ବ୍ରୁକ୍‌ ଓ ରୁଟ୍‌ଙ୍କ ଶତକ ସତ୍ତ୍ବେ ଇଂଲଣ୍ଡ ପରାଜୟ ବରଣ କରିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score