ସାମ୍ପ୍ରତିକ ପରିସ୍ଥିତି ତଥା ଅପରେଶନ୍ ସିନ୍ଦୂରର ପ୍ରଭାବ ବର୍ତ୍ତମାନ କ୍ରିକେଟ ଜଗତ ଉପରେ ପଡ଼ିଛି l ଫଳରେ ଭାରତ-ପାକ୍ ଉତ୍ତେଜନା ସ୍ଥିତିକୁ ନେଇ ଏସିଆ କପରେ ଭାଗ ନେବନି ଟିମ୍ ଇଣ୍ଡିଆ ବୋଲି ନିଷ୍ପତ୍ତି ନିଆଯାଇଛି l ମହିଳା ଏମର୍ଜି ଟିମ୍ ବି ଏସିଆ କପ୍ରେ ଭାଗ ନେବନି l ପାକିସ୍ତାନ ଅଧ୍ୟକ୍ଷ ଥିବାରୁ ଭାରତ ଓହରିବାକୁ ନିଷ୍ପତ୍ତି l ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ପାକ୍ ମନ୍ତ୍ରୀ ହୋଇଥିବା ବେଳେ ଏହି ସମୟରେ ଏସିଆନ କ୍ରିକେଟ କାଉନସିଲକୁ ନିଜର ଆଭିମୁଖ୍ୟ ଜଣାଇଲା ବୋର୍ଡ ଅଫ କ୍ରିକେଟ କାଉନ୍ସିଲ ଅଫ୍ ଇଣ୍ଡିଆ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 34