Explore

Search

June 1, 2025 3:44 pm

Genres

ଆଇପିଏଲରେ ପାଳନ ହେବ ‘ଅପରେସନ ସିନ୍ଦୂର’ ବିଜୟ ଉତ୍ସବ

ଭାରତୀୟ ପରାକ୍ରମ ଓ ବିଜୟ ଉତ୍ସବକୁ ଖେଳ ମଇଦାନରେ ହେବ ପାଳନ l ଜୁନ୍‌ ୩ରେ ହେବାକୁ ଥିବା ଆଇପିଏଲ ଫାଇନାଲରେ ଷ୍ଟାଡିଅମରେ ପାଳନ ହେବ l ୩ ସେନାର ମୁଖ୍ୟଙ୍କୁ ଷ୍ଟାଡିଅମକୁ ନିମନ୍ତ୍ରଣ କରିଛି ଭାରତୀୟ କ୍ରିକେଟ ବୋର୍ଡ଼ l ସେହିପରି ବରିଷ୍ଠ ଅଧିକାରୀ ଓ ଯବାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି l ଅପରେସନ ସିନ୍ଦୂରର ବୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ l ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଛି ବ୍ୟାପକ ଆୟୋଜନ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score