Explore

Search

March 17, 2025 7:37 pm

Genres

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଲା ଭାରତ

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଲା ଭାରତ

ଟ୍ରଫି ହାସଲ କରିବାର ଆଉ ମାତ୍ର ଗୋଟିଏ ମ୍ୟାଚକୁ ଅପେକ୍ଷା l ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ସେମିରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଲାଭ କରିଛି l ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ l ବିରାଟ କୋହଲିଙ୍କ ୮୪ ରନ୍‌ର ଦମ୍‌ଦାର ଇନିଂସ ହୋଇଥିବା ବେଳେ ୧୧ଟି ବଲ୍‌ ବାକିଥାଇ ୪ ୱିକେଟରେ ଜିତିଲା ଭାରତ l ଦୁଇ ଦଳ ଅଷ୍ଟ୍ରେଲିଆ ୨୬୪ ଏବଂ ଭାରତ-୨୬୭ ସ୍କୋର କରିଥିଲେ l ଭାରତୀୟ ଖେଳାଳୀ ଶ୍ରେୟସ୍‌ ଆୟର ୪୫, ରୋହିତ ଶର୍ମା-୨୮, ପାଣ୍ଡ୍ୟା-୨୮ ଓ କେ.ଏଲ୍‌. ରାହୁଲ ୪୨ ରନ୍‌ରେ ଅପରାଜିତ ଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score