Explore

Search

September 3, 2025 9:30 am

Genres

ପାଞ୍ଚଟି ସିନେମା ହେବ କରମୁକ୍ତ : ଦମନ ଅନ୍ତର୍ଭୁକ୍ତ

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମାର କର ଫେରସ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ତିନି ହିନ୍ଦୀ ସିନେମା ସମେତ ‘ଦମନ’ ଓ ‘ଡେଲିଭେରୀ ବଏ’ ସିନେମାକୁ ମିଳିବ ପ୍ରତିପୁରଣ ରାଶି l ଏଥି ସହିତ ସିଟି/ଜିଏସଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ l ଏନେଇ ସିଟି ଜିଏସଟି କମିଶନେରେଟ ଓ ଅର୍ଥବିଭାଗ ନିର୍ଦ୍ଦେଶ ଦେଇଛନ୍ତି l ପାଞ୍ଚଟି ସିନେମା ମଧ୍ୟରେ ଓଡ଼ିଆ ଭାଷାର ‘ଦମନ’ ଓ ‘ଡେଲିଭେରୀ ବଏ’ ସାଙ୍ଗକୁ ଓଡ଼ିଶାରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର ‘ଜ୍ଵିଗାଟୋ’, ‘ଟ୍ୱେଲ୍ଥ ଫେଲ’ ଏବଂ ‘ସାବରମତ ରିପୋର୍ଟ’କୁ ଫେରସ୍ତ ମିଳିବ ଟ୍ୟାକ୍ସ ଟଙ୍କା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score