Explore

Search

March 29, 2025 6:11 pm

Genres

ତେଲଙ୍ଗାନାରେ ଆୟୋଜନ ହେବାକୁ ଯାଉଛି “ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ୨୦୨୫”

ତେଲଙ୍ଗାନାରେ ଆୟୋଜନ ହେବାକୁ ଯାଉଛି "ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ୨୦୨୫

ତେଲଙ୍ଗାନା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ପ୍ରତିଯୋଗିତା l ଆସନ୍ତା । ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଯାହାକୁ ନେଇ ରାଜ୍ୟରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥି ସହିତ ତେଲଙ୍ଗାନା ପର୍ଯ୍ୟଯନ ବିଭାଗ ଏବଂ ମିସ୍ ୱାର୍ଚ୍ଚ ମଧ୍ୟରେ ଏକ ବ୍ଲକ୍ତି ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମ ନେଇ ଖର୍ଚ୍ଚ ହେବାକୁ ଥିବା ମୋଟ ଟଙ୍କାର ୫୦% ତେଲେଙ୍ଗାନା ସରକାର ବହ‌ନ କରିବେ ବୋଲି ଜଣାପଡ଼ିଛି ।

ପୁଣିଥରେ ଭାରତ ଏହି ବିଶ୍ଵସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବା ଏକ ଗର୍ବର ବିଷୟ l ଏହା ଜରିଆରେ ରାଜ୍ୟର କଳା ,ସଂସ୍କୃତି, ଐତିହ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫ ଦିନ ଧରି ଚାଲିବାକୁ ଥିବା ଏ କାର୍ଯ୍ୟକ୍ରମରେ ମୋଟ ୫୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଖବର ପ୍ରକାଶ ପାଇଛି । ଚଳିତଥର ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧୁର କରିବେ ନନ୍ଦିନୀ ଗୁପ୍ତା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score