Explore

Search

April 13, 2025 12:41 am

Genres

ଆଜି ପ୍ରେକ୍ଷାଳୟରେ ଆସିବ ଫିଲ୍ମ ‘ପାଦେ ଆକାଶ’

ଓଲିଉଡ଼୍ ରେ ବର୍ତ୍ତମାନ ବିଭିନ୍ନ ବାସ୍ତବ ଜୀବନକୁ ନେଇ ଚାଲିଛି ଚଳଚ୍ଚିତ୍ର ନିର୍ମାଣ l ଯାହା ମଧ୍ୟରେ ତରଙ୍ଗ ସିନେପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ପାଦେ ଆକାଶ’ ଅନ୍ୟତମ l ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା ସାହୁ । ବଲିଉଡ ଅଭିନେତା ରାଜେଶ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି । ବହୁ ଖରାପ ପରିସ୍ଥିତି ମଧ୍ଯ ଆତ୍ମବିଶ୍ୱାସର ସହ ଦମ୍ଭଧରି ଆଗକୁ ବଢେ ଗୋଟେ ମଣିଷ। ଜୀବନର ବାଧାବିଘ୍ନର ପାହାଡକୁ ସାମ୍ନା କରି ସମାଜ ପାଇଁ ପ୍ରେରଣା ସାଜିଥିବା ଦୃଢ଼ମନା ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର । ତାଙ୍କରି ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score