Explore

Search

March 14, 2026 10:57 pm

ସୋଆ ବିଶ୍ୱବିଦ୍ୟାଳୟ ଆଣିଲା ଓଡିଶା ପାଇଁ ଗୌରବ

ରାଜ୍ୟରେ ପ୍ରଥମଥର ସୋଆ ଦ୍ଵାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୨୬ ବ୍ୟାଚ୍‌ର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଫିନ୍‌ଟେକ୍‌ ପ୍ରଡକ୍ଟ ବେସ୍‌ଡ କମ୍ପାନୀ ଲଣ୍ଡନ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ଗ୍ରୁପ୍‌ (ଏଲ୍‌ଏସ୍‌ଇଜି)ନିଯୁକ୍ତି ପ୍ରଦାନ କରିଛି ।

ଆଇଟିଇଆର୍‌ରେ କ୍ୟାମ୍ପସ୍‌ ନିଯୁକ୍ତି ପ୍ରଣାଳୀରେ ଛାତ୍ରଛାତ୍ରୀମାନଙ୍କୁ ଏଲ୍‌ଏସ୍‌ଇଜି ନିଯୁକ୍ତି ପ୍ରଦାନ କରିଛି ବୋଲି ସୂଚନା ଦେଇଛନ୍ତି ସୋଆର କ୍ୟାରିୟର ଡେଭେଲପ୍‌ମେଂଟ, ଇଣ୍ଡଷ୍ଟ୍ରୀ କୋଲାବୋରେସନ୍‌ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍‌ ପ୍ରଫେସର (ଡକ୍ଟର) ରାଜ କୁମାର ହୋତା । ଆଇଟିଇଆରର ବି.ଟେକ ଏବଂ ଏମ୍‌ସିଏ ଛାତ୍ରଛାତ୍ରୀଙ୍କ ଗୁଣାବତାକୁ ଦେଖି ଏଲ୍‌ଏସ୍‌ଇଜି ଖୁବ୍‌ ଉତ୍ସାହିତ ହୋଇଛି ବୋଲି କ୍ୟାରିୟର ଡେଭେଲପ୍‌ମେଣ୍ଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score