Explore

Search

March 11, 2025 10:42 pm

Genres

ବଦଳିବ ପିଜି ନାମଲେଖା ମାନଦଣ୍ଡ

ଏଣିକି ବଦଳିବ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଢାଞ୍ଚା l କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ହେବ ପିଜି ନାମଲେଖା l ରାଜ୍ଯରେ ଥିବା ଉତ୍କଳ, ରେଭେନ୍ସା, ରମାଦେବୀ ପରି ଅନ୍ୟନ୍ୟ ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟରେ ପିଜି ପଢିବା ପାଇଁ କେବଳ ପ୍ରବେଶିକା ପରୀକ୍ଷାର ମାର୍କ ହିଁ ହେବ ଚୟନ ମାନଦଣ୍ଡ l ଆସନ୍ତା ଶିକ୍ଷାବର୍ଷରୁ କେବଳ ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ବ ଦିଆଯିବ l ପୂର୍ବ ବର୍ଷ ମାନଙ୍କ ପରି ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ l ଏପରିକି ପରୀକ୍ଷାରେ କମ୍‌ ମାର୍କ ରଖି ଏଣ୍ଟ୍ରାନ୍ସରେ ଭଲ କଲେ ନାଁ ଲେଖାଇବେ ବୋଲି ଉଚ୍ଚଶିକ୍ଷା କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score