Explore

Search

July 29, 2025 11:20 pm

Genres

ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି ସ୍କୁଲ ପରୀକ୍ଷା ନିୟମ l ପୂର୍ବରୁ ଚାଲି ଆସୁଥିବା “ସମସ୍ତଙ୍କୁ ପାସ ” ନୀତି ଉପରେ ରୋକ୍ ଲଗାଇଛନ୍ତି ଓଡିଶା ସରକାର l ତେବେ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିଛି l ଏଣିକି ଆଉ ସବୁ ଶ୍ରେଣୀରେ ପାସ୍‌ ବ୍ୟବସ୍ଥା ରହିବ ନାହିଁ l ନିର୍ଦ୍ଦିଷ୍ଟ ଭାବରେ ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ଆସିଛି ନୂଆ ନିୟମ l ପରୀକ୍ଷାରେ ଫେଲ୍‌ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବେ l ପୁଣି ଫେଲ୍‌ ହେଲେ ସେହି ଶ୍ରେଣୀରେ ରହିବେ ଏବଂ ପ୍ରାଥମିକ ଶିକ୍ଷା ନସରିବା ଯାଏ ସ୍କୁଲରୁ ବିଦା କରାଯିବନି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score