Explore

Search

June 1, 2025 2:54 am

Genres

ଦୀର୍ଘ ଆଠବର୍ଷ ପରେ ହେବ କଲେଜ ନିର୍ବାଚନ : ସୂରଜ ସୂର୍ଯ୍ୟବଂଶୀ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର l ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସରେ ବାଜିବ ରାଜନୀତି ବିଗୁଲ l ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ଇଲେକ୍ସନ l ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସୂଚନା ମିଳିଛି l କଲେଜ୍ ଇଲେକ୍ସନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ l ଏଥିସହିତ ଜୁଲାଇ ୧୫ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ l
ଚଳିତବର୍ଷ +୩ ପାଠପଢ଼ା ପାଇଁ ହୋଇଛି ଆଗୁଆ ଆବେଦନ ହୋଇଛି l ପ୍ରାୟ ଗତକାଲି ସୁଦ୍ଧା ୯୮ ହଜାର ଛାତ୍ର ଛାତ୍ରୀଙ୍କ ଆବେଦନ କରିଛନ୍ତି l ୧୬ ଏପ୍ରିଲରୁ ଆରମ୍ଭ ହୋଇଛି +୩ ଆବେଦନ l ଯାହା +୨ ରେଜଲ୍ଟ ପୂର୍ବରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score