Explore

Search

July 2, 2025 4:13 am

Genres

କ୍ୟାପିଟାଲ ହସ୍ପିଟାଲରେ କଲେଜରେ ଖୋଲିବ ୟୁଜି : ସ୍ୱାସ୍ଥ୍ୟମନ୍ତ୍ରୀ

ଏଣିକି ସ୍ନାତକ ଭେଷଜ ମହାବିଦ୍ୟାଳୟ ତାଲିକାରେ ଯୋଡ଼ିହେଲା କ୍ୟାପିଟାଲ ହସ୍ପିଟାଲ l ରାଜଧାନୀର ଏହି ପ୍ରମୁଖ ସରକାରୀ ହସ୍ପିଟାଲରେ ଖୋଲିବ ସ୍ନାତକ ବିଭାଗ l ଯଦିଓ ପୂର୍ବରୁ ଏହି ମେଡିକାଲରେ କିଛି ନିର୍ଦ୍ଦିଷ୍ଟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଥିଲା l ଜୁଲାଇ ୩୧ ସୁଦ୍ଧା ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ ସରିବ l ଏନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ’ ଖୁବଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ” l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score