ଆଗକୁ ରଥଯାତ୍ରା l ଚଳଚଞ୍ଚଳ ଶ୍ରୀମନ୍ଦିର ପ୍ରଶାସନ l ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନେକ ବିଷୟ ଉପରେ ସୂଚନା ଦେଇଛନ୍ତି l ଯହିଁରେ ଚାରମାଳ ତିଆରି ଓ ଶ୍ରୀ ମନ୍ଦିର ଭୂସମ୍ପତ୍ତି ନେଇ ମଧ୍ୟ ହୋଇଛି ଆଲୋଚନା ହୋଇଛି l ପ୍ରତିଟି ନୀତି ଉପରେ ହୋଇଛି ବିସ୍ତୃତ ଆଲୋଚନ ହେବା ସହ ଶ୍ରୀମନ୍ଦିର ଶବ୍ଦକୋଷ ନେଇ ହେବ ଲିଗାଲ ପାଟେଣ୍ଟ l ଏଣିକି ଅଣସେବାୟତ ରଥରେ ଚଢ଼ିଲେ ହେବ କାର୍ଯ୍ୟାନୁଷ୍ଠାନ l କୌଣସି ଅନଧିକୃତ ବ୍ୟକ୍ତି ମଧ୍ୟ ରଥରେ ଚଢ଼ିବେ ନାହିଁ l ଚଳିତ ରଥଯାତ୍ରାରେ ପ୍ରତି ରଥ ପାଇଁ ରହିବେ ପହଣ୍ଡି ଦଳ ଯାହାଙ୍କ ଦ୍ଵାରା ଶୃଙ୍ଖଳିତ ଭାବେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |