ଚଳିତ ବର୍ଷ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ଶକ୍ତିପୀଠ ବୈଷ୍ଣୋ ଦେବୀ ଯାତ୍ରା l ଗତ ୧୭ ଦିନ ଧରି ବନ୍ଦ ରହିଥିଲା ଜମ୍ମୁ କାଶ୍ମୀରରେ ମା’ ବୈଷ୍ଣୋ ଦେବୀଙ୍କ ପବିତ୍ର ଯାତ୍ରା l ଅଗଷ୍ଟ ୨୬ ତାରିଖରେ ପ୍ରବଚଳିତ ବର୍ଷ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ଶକ୍ତିପୀଠ ବୈଷ୍ଣୋ ଦେବୀ ଯାତ୍ରା l ଗତ ୧୭ ଦିନ ଧରି ବନ୍ଦ ରହିଥିଲା ଜମ୍ମୁ କାଶ୍ମୀରରେ ମା’ ବୈଷ୍ଣୋ ଦେବୀଙ୍କ ପବିତ୍ର ଯାତ୍ରା lଳ ବର୍ଷା ଯୋଗୁଁ ତ୍ରିକୁଟ ପାହାଡ଼ରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା l ଯେଉଁ ଦୁର୍ଘଟଣାରେ ୩୪ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ l ତେବେ ଦୁର୍ଘଟଣାର ଗମ୍ଭୀରତା ଦେଖି ପ୍ରଶାସନ ତୁରନ୍ତ ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖିଥିଲା l ଏନେଇ ଜାମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |