ଉତ୍ତରପ୍ରଦେଶ/ପୁରୀ: ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର ମହାକୁମ୍ଭ ମେଳା l ସକାଳ ୭.୦୦ ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି l ଫଳରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପାଇଁ ଭକ୍ତଙ୍କ ସମାଗମ ହୋଇଛି ହୋଇଛି ବୋଲି ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ପବିତ୍ର ପୌଷପୁର୍ଣ୍ଣିମା ଅନୁଷ୍ଠିତ ହେବା ସହିତ ମହାପ୍ରଭୁଙ୍କ ଦେବାଭିଷେକ ନୀତି ପରେ ହେବ ସୁନାବେଶ l ମହାପ୍ରଭୁଙ୍କ ୫ଟି ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ ଅଟେ l ରତ୍ନସିଂହାସନ ଉପରେ ୪ଟି ଓ ରଥ ଉପରେ ହୁଏ ସୁନାବେଶ ପ୍ରଭୁଙ୍କ ସୁନାବେଶ l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |