Explore

Search

January 14, 2026 5:56 pm

ଆଜିର ଫୋକସ ଖବର

ନାରୀର ସମ୍ମାନ ଓ ଦେଶର ସ୍ୱାର୍ଥ “ଅପରେସନ୍ ସିନ୍ଦୂର”: ଆତଙ୍କବାଦ ବିରୁଦ୍ଧରେ ଭାରତର ଆକ୍ରମଣ

୭ ମଇ, ୨୦୨୫ ଭାରତ ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ l ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ-ସଂଯୁକ୍ତ ସ୍ଥାନକୁ ଟାର୍ଗେଟ କରି ଭାରତ ଆପଣାଇଥିଲା “ଅପରେସନ ସିନ୍ଦୂର” ମିଶନ l

ହସ୍ତତନ୍ତ ଦ୍ଵାରା ଜଗତସିଂହପୁର ଜିଲ୍ଲାର ମହିଳା ବୁଣାକାରଙ୍କୁ ମିଳିଛି ସ୍ଵତନ୍ତ୍ର ପରିଚୟ

ବର୍ତ୍ତମାନ ସମୟରେ ଆମେ ଆତ୍ମ ସ୍ୱାବଲମ୍ବୀ ଉପରେ ଅନେକ ଗୁରୁତ୍ୱ ଦେଉଛେ l ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ l ହସ୍ତତନ୍ତର ପ୍ରୟୋଗ ଓ ଏହାର ସଠିକ୍ ବ୍ୟବହାର କରି ଆଜି ସମାଜ ପାଇଁ ଉଦାହରଣ

ଓଡ଼ିଆ ଭାଷାର ଭବିଷ୍ୟତ: ବୃଦ୍ଧି ନା ବିଲୟ ?

ଓଡିଆ ଭାଷା, ଏହାର ସମୃଦ୍ଧ ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଓଡ଼ିଶାର ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାଷାର ଭବିଷ୍ୟତ ବିଷୟରେ ଅନେକ ଚିନ୍ତା ପ୍ରକାଶ କରାଯାଉଛି। ଏହା

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ: ସାମ୍ବାଦିକତା ଅଖଣ୍ଡତା ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହନ

ପ୍ରତିବର୍ଷ ମେ ୩ ତାରିଖରେ ପାଳିତ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ, ପ୍ରେସ୍ ସ୍ୱାଧୀନତାର ମୌଳିକ ନୀତି ଏବଂ ଏକ ଗଣତାନ୍ତ୍ରିକ ସମାଜରେ ଏକ ମୁକ୍ତ ଏବଂ ସ୍ୱାଧୀନ ଗଣମାଧ୍ୟମର ଗୁରୁତ୍ୱକୁ ସ୍ମରଣ କରେ।

ଓଡ଼ିଶା ପର୍ଯ୍ୟଟନ: ବିକାଶର ପଥ ନା ପ୍ରକୃତିର ବିନାଶ?

ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଓଡ଼ିଶାରେ ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ରହିଛି। ତଥାପି, ରାଜ୍ୟ ସରକାରଙ୍କୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା

ଆସିଲା ନୂଆ ନିୟମ, ୱାକଫ ବିଲ ହେଲା ଆଇନରେ ପରିଣତ

ନିକଟରେ ଏକ ବିଧେୟକ ପ୍ରସ୍ତାବକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲା କେନ୍ଦ୍ରୀୟ ରାଜନୀତି l ସୂଚନା ମୁତାବକ ୱାକଫ ଆକ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରମୁଖ ସଂଶୋଧନ କରିଛନ୍ତି। ଏହି ସଂଶୋଧନରେ ପ୍ରାୟ

ଭାଷା ଓ ହସ୍ତତନ୍ତ ଦ୍ଵାରା ଓଡିଆତ୍ୱକୁ ପ୍ରସାର କରୁଛନ୍ତି ଡ. ଇତି ସାମନ୍ତ

ଆମେ ଯେତେବେଳେ ବର୍ତ୍ତମାନ ଓଡିଆ ଅସ୍ମିତା ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରୁଛେ, ଓଡ଼ିଶାରେ ଏପରି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ଦୁଇ ଦଶନ୍ଧି ଧରି ସାହିତ୍ୟ, ସଂସ୍କୃତି ଓ ହସ୍ତଶିଳ୍ପ କୁ

ଛେନାପୋଡ଼ ଦିବସର ମିଠା କାହାଣୀ

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ l ଯେଉଁ ପର୍ବରେ ଭଳିକି ଭଳି ପିଠା ଓ ମିଠାର ଆସର ଜମେ l ଯାହା ମଧ୍ୟରୁ ଛେନାପୋଡ଼ ଅନ୍ୟତମ l ଏହି ମିଠାଟି

ଇତିହାସରେ ଆଜିର ଦିନ - ଅଭ୍ୟୁଦୟ ଓଡିଶା

ଇତିହାସରେ ଆଜିର ଦିନ – ଅଭ୍ୟୁଦୟ ଓଡିଶା

ଆମେ ଓଡ଼ିଆ- ଓଡିଶା ଆମ ମା’ l ଭାଷା ଆମର ଓଡ଼ିଆ l ଚଳଣିରେ ଅଛି ଜଗନ୍ନାଥ ରୀତିନୀତି l ଚତୁର୍ଦ୍ଧାମରେ ପୁରୀ ଓ ବିଶ୍ଵ ଭାସ୍କର୍ଯ୍ୟ କୋଣାର୍କ l ଯାହାର ନୀଳ ଜଳରାଶିରେ

Live Cricket Score