Explore

Search

March 28, 2026 1:29 pm

ରାଜନୀତି ଖବର

ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ ହେଲେ ସି.ପି. ରାଧାକ୍ରିଷ୍ଣନ୍

ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗ ଧରିଲା ଏନଡିଏ l ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ହୋଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି ପ୍ରାର୍ଥୀ

ବର୍ତ୍ତମାନ ଦେଶରେ ଖାଲି ରହିଥିବା ଉପରାଷ୍ଟ୍ରପତି ପଦ ପାଇଁ ବାଜିଲା ନିର୍ବାଚନୀ ବିଗୁଲ l ଭାଜପା ସମର୍ଥିତ ଏନଡିଏ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ସି.ପି ରାଧାକ୍ରିଷ୍ଣନଙ୍କୁ ଏନ୍‌ଡିଏ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି

ଉଦାହରଣ ସୃଷ୍ଟି କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ: ଆଗ ରାଜଧର୍ମ କରି ପାଳନ କଲେ ପୁତ୍ର ଧର୍ମ

ଗତକାଲି ଥିଲା ସ୍ଵାଧୀନତା ଦିବସ l ଏହି ଉପଲକ୍ଷେ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶ୍ରାଦ୍ଧ କର୍ମ ସମୟରେ ପିନ୍ଧା ପୋଷାକ ପିନ୍ଧି ରାମଗଡ଼ ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ ନେମରାରେ ପତାକା

ଭରସା ପୋର୍ଟାଲର ଶୁଭାରମ୍ଭ

ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ନାଗରିକ-କେନ୍ଦ୍ରିକ ଅଭିଯୋଗ ସମାଧାନ ମଞ୍ଚ “ଭରସା ପୋର୍ଟାଲର” ଉନ୍ମୋଚନ କରିଛନ୍ତି l ଛତ୍ରପୁର, ଓଡ଼ିଶା | ୫ ଅଗଷ୍ଟ, ୨୦୨୫: ସ୍ବଳ୍ପ

ଅଗଷ୍ଟ ୨୯ରେ ଓଡ଼ିଶାରେ ଅନୁସୂଚିତ ଜାତି ଜନଜାତି ସଂସଦୀୟ ସମ୍ମିଳନୀ

ଓଡ଼ିଶାରେ ହେବାକୁ ଯାଉଛି ଜନଜାତି ସଂସଦୀୟ ସମ୍ମିଳନୀ l ଅଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ଜନଜାତି ସଂସଦୀୟ କମିଟିର ସମ୍ମିଳନୀ ହେବାକୁ ଯାଉଛି l ୧୯୯୪ ପରେ ପ୍ରଥମ କରି ଓଡ଼ିଶାରେ କୌଣସି

ଆଜି ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହେବ ଚର୍ଚ୍ଚା

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅପରେସନ ସିନ୍ଦୁର ବିଷୟରେ ୧୬ ଘଣ୍ଟା ଚର୍ଚ୍ଚା ହେବ l ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିବେ ଚର୍ଚ୍ଚା l ଅମିତ ଶାହ, ଏସ୍‌. ଜୟଶଙ୍କର

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘୋଷଣା, ରାଜନୀତିରେ ଦେବେ ଯୁବାଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ସମ୍ବଲପୁରରେ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ରାଜନୈତିକ କ୍ୟାରିୟରକୁ ନେଇ କରିଛନ୍ତି ବଡ ଘୋଷଣା l “ଆଉ ନିର୍ବାଚନ ଲଢ଼ିବିନି” ବୋଲି କହିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ l

ତାମିଲନାଡ଼ୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ହେବେ ଥଲପତି ବିଜୟ

ଆଗାମୀ ତାମିଲନାଡୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବହୁ ବଡ଼ ଘୋଷଣା କରିଛି। ଚର୍ଚ୍ଚିତ ଅଭିନେତା ଥଲପତି ବିଜୟ ହେଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନାଇରେ ବସିଥିବା ଟିଭିକେ ଦଳୀୟ

ବର୍ଷକର ରିପୋର୍ଟ କାର୍ଡ ଦେଲେ ମୋହନ ସରକାର

ଓଡ଼ିଶାରେ ସରକାରଙ୍କୁ ପୁରିଲା ଏକବର୍ଷ l ଏ ପରିପ୍ରେକ୍ଷୀରେ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ l ମୋଦି ସରକାରଙ୍କ ୧୧

ଛତ୍ରପୁରରେ ମିଶ୍ରଣ ପର୍ବ, ବ୍ଲକ ଅଧ୍ଯକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିଲେ

ସରକାରଙ୍କ ଏକବର୍ଷ ପୁର୍ତ୍ତି ସହିତ ଛତ୍ରପୁରରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

Live Cricket Score