Explore

Search

February 28, 2026 4:52 pm

ତାଜା ଖବର ଖବର

ବିଶ୍ୱ ଶାନ୍ତି ଦିଗରେ ପଦକ୍ଷେପ : ମୋଦିଙ୍କୁ ଟ୍ରମ୍ପଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ : ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ଟ୍ରମ୍ପ । ଗାଜାରେ ସ୍ଥାୟୀ ଶାନ୍ତି ସ୍ଥାପନ ଏବଂ ବିଶ୍ୱସ୍ତରରେ ଚାଲୁଥିବା ସଂଘର୍ଷ ଗୁଡ଼ିକର ସମାଧାନ ଲକ୍ଷ୍ୟରେ ଗଠିତ ‘ଶାନ୍ତି ବୋର୍ଡ’ରେ ସାମିଲ ହେବାକୁ ଭାରତର ପ୍ରଧାନମନ୍ତ୍ରୀ

୩୦ରୁ ସୁନାପୁର ବେଳାଭୂମି ମହୋତ୍ସବ : ଟଲିଉଡ଼ ଓ ଓଲିଉଡ଼ କଳାକାରଙ୍କ ଗୀତରେ ଝୁମିବେ ଦର୍ଶକ

ବ୍ରହ୍ମପୁର : ଚଳିତ ମାସ ୩୦ ତାରିଖରୁ ସୁନାପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ସୁଚାରୁ ଓ ସୁସଂଗଠିତ ଆୟୋଜନ ପାଇଁ ଚିକିଟି

ଆରମ୍ଭ ହେଲା ମୋହନା ମହୋତ୍ସବ, ମଶାଲ ଶୋଭାଯାତ୍ରାରେ କମ୍ପିଲା ଉତ୍ସବ ସ୍ଥଳ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଠାରୁ ଦୁଇ ଦିନ ଧରି ହେବାକୁ ଥିବା ମୋହନା ମହୋତ୍ସବ ନିମନ୍ତେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମଶାଲ ଶୋଭାଯାତ୍ରା

ବଦଳିଲା ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ : ସମୁଦ୍ର ଆଳତି ସହ ଉଦଘାଟନ କରିବେ ରାଜ୍ୟପାଳ

ବ୍ରହ୍ମପୁର : ଘୁଞ୍ଚିଲା ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ । ଚଳିତ ମାସ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ତାରିଖ ବଦଳିଛି । ଆସନ୍ତା ଜାନୁୟାରୀ

ସହରରେ ଗଡିବ ଛୋଟ ଇ-ବସ, ବ୍ରହ୍ମପୁରରେ ହେବ ମଲ୍ଟି ଇଭି ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର / ବ୍ରହ୍ମପୁର : ଯାତ୍ରୀ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ଆମ ବସ ସେବାରେ ନୂଆ ପଦକ୍ଷେପ ନେଇଛନ୍ତି । ୧.୫ ଲକ୍ଷ କିଲୋମିଟରରୁ ଅଧିକ ଚଳାଚଳ

୧୦ ମିନିଟରେ ଡେଲିଭରି ଅର୍ଡର ବନ୍ଦ

ଭୁବନେଶ୍ୱର : ଏଣିକି ୧୦ ମିନିଟରେ ଡେଲିଭରି ଅର୍ଡର ବନ୍ଦ । ଆଉ ଅର୍ଡର କଲେ ୧୦ ମିନିଟରେ ଘରେ ପହଞ୍ଚିବନି ସାମଗ୍ରୀ । ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର ।

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ସାମିଲ ମହିଳା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ୧୮ ତାରିଖ ମଧ୍ୟରେ ସୁଭଦ୍ରା ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ।

ଚିଲିକା ପାଇଁ ସରକାରଙ୍କ ନୂଆ ପଦକ୍ଷେପ : ବଦଳିବ ଉନ୍ନୟନ ଓ ପର୍ଯ୍ୟଟନର ରୂପରେଖ

ଭୁବନେଶ୍ୱର : ଏସିଆର ସବୁଠୁ ବଡ଼ ଲୁଣି ହ୍ରଦ ଚିଲିକା । ଏହାର ପରିବେଶୀୟ ସନ୍ତୁଳନ ରକ୍ଷା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ । ବଦଳିବ ଉନ୍ନୟନ ଓ ପର୍ଯ୍ୟଟନର ରୂପରେଖ

ସୁଭଦ୍ରା ଶକ୍ତି ମେଳା: ଏସଏଚଜିଙ୍କୁ ”ଲକ୍ଷପତି ଦିଦି”ରେ ପରିଣତ କରିବା ଉଦ୍ଦେଶ୍ୟ

ନୟାଗଡ : ଆଜିଠୁ ନୟାଗଡରେ ଆରମ୍ଭ ହେଲା ”ସୁଭଦ୍ରା ଶକ୍ତି ମେଳା” । ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ, ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି

ରାଜ୍ୟରେ ଯାତାୟାତ ବ୍ୟବସ୍ଥାକୁ ମିଳିଲା ନୂଆ ଗତି, ୧୪ଟି ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ସୁବିଧାଜନକ କରିବା ଦିଗରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଲୋକସେବା ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସ

Live Cricket Score