Big news for ‘Lakshmi Bus’; The name of Lakshmi bus may change –
ରତ୍ନଭଣ୍ଡାର ଖୋଲିବା ନେଇ ଆସିଲା ବଡ଼ ଖବର; ଦେଖନ୍ତୁ ଭିଡିଓ…
CM Mohan Majhi: ଭାଷଣ ମଝିରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳଛଳ; ଦେଖନ୍ତୁ ଭିଡିଓ…
BIG Breaking: ଭଙ୍ଗାଚାଲିଛି ବବିଙ୍କ ସରକାରୀ ଘର; ଦେଖନ୍ତୁ ଭିଡିଓ…
ତାଜା ଖବର ଖବର
ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଭାରତରେ ‘ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଣିକି ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବ। ଆଉ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା
୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିମାନରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ଆଜିଠୁ ଭାରତରେ ଆରମ୍ଭ ହେଲା iPhone 16 ର ସେଲ୍: ଷ୍ଟୋର ଆଗରେ ଲୋକଙ୍କ ଲମ୍ବା ଲାଇନ
ଆଜି ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଆପଲ ଆଇଫୋନ୍ ର 16 ସିରିଜ ର ବିକ୍ରି ଏହି ପରିପ୍ରେକ୍ଷିୟୀରେ ଆଜି ଭାରତର ବିଭିର୍ନ ଆପଲ ଷ୍ଟୋରରେ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ପ୍ରଥମ
ନୂଆଖାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସିଏମ କିଷାନ ଯୋଜନା ଭେଟି
ପବିତ୍ର ନୂଆଖାଇ ଅବସରରେ ସିଏମ କିଷାନ ଯୋଜନା ର ଶୁଭାରମ୍ଭ କରାଯାଇଛି। ଏଥିରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ
ସୁଭଦ୍ରା ଯୋଜନା ଫର୍ମ ଦାଖଲ ର ସମ୍ପୂର୍ଣ ବିବରଣୀ: ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ
ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ବୁଧବାର ଦିନଠାରୁ ଆରମ୍ଭ ହୋଇଛି ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ। ଗାଁ ଗାଁରେ ଆବେଦନ ଫର୍ମ ବଣ୍ଟା ଚାଲିଛି। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା
ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ୬ ନବାଗତ ଆଇଏଏସ
ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ସେମାନଙ୍କୁ ବଣାଇ, ଆଠଗଡ଼, ପଦମପୁର,
ପ୍ରଧାନମନ୍ତ୍ରୀଙ୍କ ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତ
ପ୍ରଥମ ଥର ପାଇଁ ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ବିଦେଶ ଗସ୍ତ କରିଛନ୍ତି ପିଏମ୍
ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହେଲା ଦୁଷ୍କର୍ମ ବିରୋଧୀ ‘ଅପରାଜିତା ବିଲ୍’
କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ବିରୋଧରେ କଡ଼ା
ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଯୋଜନା ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା: ଏଥିସହିତ ଏହି ସବୁ ହିତାଧିକାରୀ ମାନଙ୍କୁ ମିଳିବ ବଡ଼ ପୁରସ୍କାର!
ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ୯ ତାରିଖରେ ଆସିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ
ବନ୍ଦ ହେବ ‘ନୂଆ-ଓ’ ଯୋଜନା: ବଦଳରେ ଲାଗୁହେବ ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟସ’
ବିଜେଡି ସରକାରଙ୍କ ଆଉ ଏକ ଯୋଜନାକୁ ବିଜେପି ସରକାର ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ‘ନୂଆ-ଓ’ ଯୋଜନାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହା ବଦଳରେ