Explore

Search

March 1, 2026 3:09 am

ତାଜା ଖବର ଖବର

ପିମ୍ପୁଡି ଭୟରେ ଜୀବନ ହାରିଲେ ମହିଳା

ଅମିନପୁର (ତେଲେଙ୍ଗାନା): ପିମ୍ପୁଡି ଭୟରେ ଜୀବନ ହାରିଲେ ମହିଳା । ଘଟଣାଟି ଯେତିକି ଦୁଃଖଦାୟକ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ । ଏଭଳି ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ଅମିନପୁର ଅଞ୍ଚଳରେ ।

ଭେଣ୍ଟିଲେଟରରେ ଅଭିନେତା ଧର୍ମେନ୍ଦ୍ର

ହାଇଦ୍ରାବାଦ : ବଲିଉଡର ବରିଷ୍ଠ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କର ବିଗିଡିଛି ସ୍ୱାସ୍ଥ୍ୟବସ୍ଥା । ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି

ବଦଳିବ ଦେଓମାଳିର ଚିତ୍ର , ଆରମ୍ଭ ହେବ ‘ଇକୋ ରିଟ୍ରିଟ-୨୦୨୫’

କୋରାପୁଟ: ବଦଳିବ ଦେଓମାଳିର ଚିତ୍ର । ଆଉ କିଛିଦିନ ପରେ ଆରମ୍ଭ ହେବ କୋରାପୁଟ ଦେଓମାଳିରେ ‘ଇକୋ ରିଟ୍ରିଟ-୨୦୨୫-୨୬’ । ପୁଣିଥରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ କୋଟିଆ ପଞ୍ଚାୟତର ଦେଓମାଳି ପର୍ବତମାଳା

ଆଜି ଆକାଶରେ ଦେଖାଦେବ ସୁପରମୁନ୍

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ । ରାତି ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ବଳ ଦେଖାଯିବ । ସୂଚନାଅନୁସାରେ ଗତ ୨୦୧୯ ପରଠାରୁ ଏହା ସବୁଠାରୁ ବଡ଼ ସୁପରମୁନ୍ ବୋଲି କୁହାଯାଉଛି।

୧୯୭୧ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଯୁଦ୍ଧରେ ସୈନିକଙ୍କୁ ମିଳିବ ପେନସନ୍

ଆମ ଦେଶ ପାଇଁ ରକ୍ତବିନ୍ଦୁ ଦେଇ ଦେଶକୁ ସୁରକ୍ଷା ପ୍ରଦାନ କରିଥିବା ସୈନ୍ୟଙ୍କୁ ମିଳିବ କେନ୍ଦ୍ରୀୟ ଭତ୍ତା l ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ୧୯୭୧ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଯୁଦ୍ଧରେ ବୀରତ୍ବର ସହ

ମହିଳାମାନଙ୍କ ପାଇଁ ସୁରକ୍ଷିତ ସହର ଭୁବନେଶ୍ୱର : ମହିଳା ସୁରକ୍ଷା ସୂଚକାଙ୍କ ରିପୋର୍ଟ

ପ୍ରକାଶ ପାଇଛି ମହିଳା ସୁରକ୍ଷା ସୂଚକାଙ୍କ ନାରୀ- ୨୦୨୫ ରିପୋର୍ଟ l ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟନା ଏବଂ ଜୟପୁର ଭଳି ସହର ମହିଳାଙ୍କ ପାଇଁ ସବୁଠାରୁ କମ୍ ସୁରକ୍ଷିତ ସହର

ଭାରତମାଲା ଏକ୍ସପ୍ରେସୱେରେ ଯୋଡ଼ିହେଲା ସୁଙ୍କିଘାଟି : ରାଜ୍ୟର ବୃହତ୍ତମ ଟନେଲ୍

ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଜାତୀୟ ରାଜପଥରେ ଲୋକଙ୍କର ଯାତାୟାତ ହେବାକୁ ଯାଉଛି ମଜାଦାର ଯାହାକୁ କରିବ ସୁଙ୍କିଘାଟି l ଏହା ଓଡ଼ିଶାର ବୃହତ୍ତମ ଟନେଲ୍‌ ରୂପେ

ଓଡ଼ିଶା ସହ ଆହୁରି ୬ଟି ରାଜ୍ୟର ୪ଟି ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମୋହର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଫଳରେ ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା

ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପ୍ରମୁଖ ପାୱାର କରିଡର ହେବାକୁ ଯାଉଛି କର୍ତ୍ତବ୍ୟ ଭବନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ

ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି l ଏହି ଅବସରରେ ଲଗାଯିବ ୭୫ ଲକ୍ଷ ଗଛ l ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ

Live Cricket Score