
ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ଯବହିତ ଅବସରରେ ରାଜ୍ୟରେ ଗ୍ରାମଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ
ଵର୍ତମାନ ସିନେମାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଛାୱାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳିଛି । ସିନେମାରେ ଅଭିନେତା ଭିକ୍କି କୌଶଲ
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପୁରୀଠାରେ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ନବମ ଜାତୀୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
ଖୁବଶୀଘ୍ର ବ୍ରହ୍ମପୁର ଠାରେ ଅନୁଷ୍ଠିତ ସୁଭଦ୍ରା କାର୍ଯ୍ୟକ୍ରମରେ କୋଟିଏ ମହିଳାଙ୍କୁ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା l ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା
ଆଖି ବୁଜିଲେ ଓଡିଶା ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି l ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୬୬ ବର୍ଷରେ ଦେହାନ୍ତ l ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଉତ୍ତମ
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବିକାଶ କରିବା ସହିତ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା l ଭଦ୍ରକ ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ ଏଥିପାଇଁ ଖର୍ଚ୍ଚ ହେବ
ଓଡିଶା ଏକ କୃଷିଭିତ୍ତିକ ରାଜ୍ଯ l ତେବେ କୃଷି ଓ କୃଷକମାନଙ୍କ ବିକାଶ ପାଇଁ ଜୟପୁର ସହରର ଦଶହରା ପଡିଆ ଠାରେ ଆରମ୍ଭ ହୋଇଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା l ଏହାର ଶୁଭ
କୃଷକମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ସହିତ କିପରି ସେମାନଙ୍କ କୃଷିଜାତ ଦ୍ରବ୍ୟର ସଠିକ ବଜାରୀକରଣ କରାଯାଇପାରିବ ସେଥିପାଇଁ ମୋହନ ସରକାର ଧ୍ୟାନ ଦେଉଛନ୍ତି l ସୂଚନାନୁଯାୟୀ ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ
ଆଜି ରାଜ୍ୟରେ ମୃଦୁ ଭୂକମ୍ପ ସ୍ରୁଷ୍ଟି ହୋଇଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ସୃଷ୍ଟି ହୋଇଥିଲା l ଏହା ପୁରୀଠାରୁ ୨୮୬ କିମି ,ଭୂବନେଶ୍ବର ଠାରୁ ୨୯୭, ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ
ଓଡିଶା ସରକାର ସହର ଯୋଜନାକୁ ଏକ ନୂତନ ଦିଗରେ ବିସ୍ତାର କରିବାକୁ ଯାଉଛନ୍ତି l ‘ଟ୍ରିପଲ୍ ସିଟି’ ପଦକ୍ଷେପ ଅନୁଯାୟୀ ଓଡ଼ିଶା ପୁରୀ-କୋଣାର୍କ, କଟକ ଏବଂ ବ୍ରହ୍ମପୁରକୁ “ଟାଉନ୍ ଯୋଜନା” ରେ ଯୋଡ଼ି ହେବାକୁ
WhatsApp us