Explore

Search

February 28, 2026 8:48 am

ତାଜା ଖବର ଖବର

ପୁରୀ ବେଳାଭୂମିରେ ଡିଜିଟାଲ ଲକର ସୁବିଧା ଆରମ୍ଭ : ଏଣିକି ଜିନିଷ ରହିବ ନିରାପଦ

ପୁରୀ : ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାକୁ ଧ୍ୟାନରେ ରଖି ପୁରୀ ପୌରସଂସ୍ଥା ଏକ ନୂତନ ପଦକ୍ଷେପ ନେଇଛି । ବେଳାଭୂମିରେ ପ୍ରଥମଥର ପାଇଁ ଡିଜିଟାଲ ବ୍ୟାଗେଜ ଲକର ବ୍ୟବସ୍ଥା ଆରମ୍ଭ ହୋଇଛି

ପ୍ରୟାଗରାଜରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିରର ଭବ୍ୟ ଉଦଘାଟନ ଅବସର ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ

ବ୍ରହ୍ମପୁର ରେଳ ଷ୍ଟେସନର ହେବ ନବକଳେବର, ରେଳ ବିଭାଗ ପକ୍ଷରୁ ୯୩ କୋଟି ମଞ୍ଜୁର

ବ୍ରହ୍ମପୁର : ଓଡ଼ିଶାରେ ରେଳ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନମାନଙ୍କ ମଧ୍ୟରୁ ଗୋଟିଏ ବ୍ରହ୍ମପୁର ରେଳ

ପ୍ରଶଂସା ସାଉଁଟୁଛି ଗଞ୍ଜାମର ରଣପା ନୃତ୍ୟ

ବ୍ରହ୍ମପୁର : ଓଡ଼ିଶାର ଗଞ୍ଜାମ ମାଟିର ଐତିହ୍ୟବାହୀ ଲୋକକଳା ମଧ୍ୟରୁ ଗୋଟିଏ ହେଉଛି ରଣପା ନୃତ୍ୟ। ଏହି ଅଦ୍ଭୁତ ଲୋକନୃତ୍ୟ କଳା ଆଜି ଦେଶ-ବିଦେଶରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ଉଚ୍ଚ ବାଉଁଶର ରଣପା

ଘଞ୍ଚ ଜଙ୍ଗଲରେ ଖସି ପଡିଲା ଏୟାର ଆମ୍ବୁଲାନ୍ସ , ପାଇଲଟଙ୍କ ସମେତ ୭ ମୃତ

ରାଞ୍ଚି : ଘଞ୍ଚ ଜଙ୍ଗଲରେ ଖସି ପଡିଲା ଏୟାର ଆମ୍ବୁଲାନ୍ସ । ଏହି ଘଟଣାରେ ପାଇଲଟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବିମାନଟି ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା

ପୁରୀରେ ହେବ କ୍ରୁଜ ଟର୍ମିନାଲ

ଭୁବନେଶ୍ୱର : ରାଜ୍ୟର ସାମୁଦ୍ରିକ ଉନ୍ନତିକୁ ଆଗକୁ ନେବା ପାଇଁ ଏବର୍ଷର ବଜେଟରେ ବନ୍ଦର ଓ ଜଳପଥ ପ୍ରକଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ମାଧ୍ୟମରେ ଓଡ଼ିଶାର ବ୍ୟାପାର ଓ ଶିଳ୍ପ କ୍ଷେତ୍ରକୁ ନୂଆ

ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ : ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା

ଭୁବନେଶ୍ୱର : ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ । ଏ ବର୍ଷର ବଜେଟରେ ମହିଳା ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାର ଅଂଶରୂପ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା

କାମଳ ରୋଗ ଆତଙ୍କରେ କଟକ ସହର

କଟକ : କଟକ ସହରରେ ବର୍ତ୍ତମାନ କାମଳ (ଜଣ୍ଡିସ୍) ରୋଗ ନେଇ ଚିନ୍ତା ବଢ଼ିଛି । ସହରର ଶେଖବଜାର ଓ ମାନସିଂ ପାଟଣା ଅଞ୍ଚଳରେ ୨୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି

କୋରାପୁଟ ଚାଷୀଙ୍କ ମୁଁହରେ ହସ ଫୁଟାଇଲେ ଜିଲ୍ଲାପାଳ ମନୋଜ ସତ୍ୟବାନ

କୋରାପୁଟ : କୋରାପୁଟ ଚାଷୀଙ୍କ ମୁଁହରେ ହସ ଫୁଟାଇଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ । ଚାଷୀଙ୍କୁ ଆର୍ଥିକ ସ୍ଥିତିରେ ଆହୁରି ମଜବୁତ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ

ଗୋଳନ୍ଥରାରେ ରେଳକୋଚର ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତୁତି : ଖୋଲିବ ନିଯୁକ୍ତିର ନୂତନ ଦ୍ୱାର

ବ୍ରହ୍ମପୁର : ଗୋଳନ୍ଥରାରେ ରେଳକୋଚର ରକ୍ଷଣାବେକ୍ଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ଓ ଯାତାୟାତ କେନ୍ଦ୍ର ବ୍ରହ୍ମପୁର ପାଇଁ ରେଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା

Live Cricket Score