

ବର୍ତ୍ତମାନର ପରିସ୍ଥିତି ଉପରେ ସମୀକ୍ଷା କରି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କି। ଗତକାଲି ନୂଆ କରି ତିଆରି ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ସଶସ୍ତ୍ର ସୀମା ବଳ ଦ୍ବାରା ଭାରତ-ନେପାଳ ସୀମାରୁ ନେପାଳ ଜେଲରୁ ଫେରାର ଥିବା ଏ ସମସ୍ତ କଏଦୀଙ୍କୁ ଅଟକ ରଖାଯାଇଛି । ଉତ୍ତରପ୍ରଦେଶ ସୀମାରେ ୨୨ ଜଣ କଏଦୀ, ବିହାର ସୀମାରେ ୧୦ କଏଦୀ

ନେପାଳରେ ଜେନ୍ ଜେଡ୍ ପିଢ଼ି (୧୯୯୬ ରୁ ୨୦୧୨ ବା ଟେକ୍ନୋଲୋଜି ଯୁଗରେ ଜନ୍ମିତ ପିଲାଙ୍କ ବିଦ୍ରୋହ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି। ଏହି ବିଦ୍ରୋହରେ ମୃତ୍ୟୁ ସଂଖ୍ୟା ୧୬ ଛୁଇଁବା

ରୁଷ ଠାରୁ ଅଶୋଧିତ ତୈଳ କ୍ରୟ ଯୋଗୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ଓ ସାଙ୍ଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ନେବା ପରେ ଏବେ ଘଟଣା ନୂଆ

୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ସହ ଭାରତର ସମ୍ପର୍କକୁ କିପରି ଆହୁରି ମଜଭୁତ କରାଯାଇପାରିବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଗୋଲ୍ଡ କାର୍ଡ ଇମିଗ୍ରେସନ ଯାହା ଭାରତରେ ଥିବା ଧନୀକ ଶ୍ରେଣୀ ଧନୀକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି କରିଛି। ଯଦିଓ ଏହି ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ

ମହାକାଶ ଗବେଷଣା କ୍ଷେତ୍ରେ ପୁଣି ଆଉଜଣେ ଭାରତୀୟଙ୍କ ସଫଳତା l ଭାରତୀୟ ମହାକାଶଚାରୀ ଅନୀଲ ରୁଷର ମହାକାଶଯାତ୍ରୀ ପିୟୋଟର ଓ ଆନାଙ୍କ ସହ ଫ୍ଲାଇଟ୍ ଇଞ୍ଜିନିୟର ଭାବେ ମହାକାଶ ଯିବେ ଅନୀଲ ସେଠାରେ ପ୍ରାୟ

ପୁଣି ବିଶ୍ଵ ଦରବାରରେ ଭାରତକୁ ମିଳିଲା ଆନ୍ତର୍ଜାତିକ ସମ୍ମାନ l ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ

ଇରାନ ଇସ୍ରାଏଲ ଯୁଦ୍ଧକୁ ନେଇ ଯୁଦ୍ଧବିରତି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ୧୨ ଦିନର ଯୁଦ୍ଧ ଶେଷ ବୋଲି ଏକ୍ସ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଦାବି l ଏଥିସହିତ ଉଭୟ

ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ଭାରତକୁ ବାରମ୍ବାର ଅନୁରୋଧ କରୁଛି । ଅପରେସନ୍ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ
WhatsApp us