

ଆମ ଓଡ଼ିଆ ସିନେମା ଜଗତ ପାଇଁ ଏକ ଗୌରବମୟ ଦିନ। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ଶ୍ରୀ ଜଗନ୍ନାଥଙ୍କ ନବକେଳବର’ ଓଡ଼ିଆ ଫିଲ୍ମକୁ ଦେଖିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ

ଅଭିନେତା ହ୍ରିତିକ ରୋଶନ ଓ ଜୁନିୟର ଏନ୍ଟିଆର୍ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍-୨’ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍ଟିଆର୍ଙ୍କୁ ଦମ୍ଦାର ଆକ୍ସନ୍ ଦେଖିବାକୁ ମିଳିଛି

ଗାଁଠୁ ସହର ସବୁଠି ଆଜି ଉତ୍ସବର ମାହୋଲ l ପହିଲି ରଜ ଠାରୁ ଆରମ୍ଭ ହୋଇଛି ଏହି ତିନିଦିନିଆ ଉତ୍ସବ l ଘରେ ଘରେ ଜମିଛି ପିଠା ପଣାର ଆସର l ଝିଅବୋହୁମାନେ ସଜେଇ

ଦିନକୁ ଦିନ ମୁଣ୍ଡ ଟେକୁଛି ଓଲିଉଡ ଜଗତ l ବର୍ତ୍ତମାନ ଓଡ଼ିଆ ସିନେମା ଏବଂ ସିନେ ପ୍ରେମୀଙ୍କ ଲାଗି ଆସିଛି ଖୁସିର ଖବର l ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନାରେ ଓଡ଼ିଶାର ପ୍ରଥମ ଫିଚର୍ ଫିଲ୍ମ

ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ସାମିଲ୍ ହୋଇଛି ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ନିର୍ମିତ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ l ଏହା ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ

ଓଲିଉଡ଼୍ ରେ ବର୍ତ୍ତମାନ ବିଭିନ୍ନ ବାସ୍ତବ ଜୀବନକୁ ନେଇ ଚାଲିଛି ଚଳଚ୍ଚିତ୍ର ନିର୍ମାଣ l ଯାହା ମଧ୍ୟରେ ତରଙ୍ଗ ସିନେପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ପାଦେ ଆକାଶ’ ଅନ୍ୟତମ l ସମାଜସେବୀ ଶ୍ରୁତି ମହାପାତ୍ରଙ୍କ

ନିଜର ଫଟୋକୁ କାର୍ଟୁନର ରୂପରେ ଦେଖିଲେ କିଏ ବା ଖୁସି ନ ହେବ l ବର୍ତ୍ତମାନ ଘିବଲି ଏଆଇ ଇମେଜ୍ ନାମକ ଏକ ନୂଆ ଟ୍ରେଣ୍ଡର ଆରମ୍ଭ ହୋଇଯାଇଛି । ଯାହାକୁ ଦେଖ ନିଜ

ବଲିଉଡ୍ ଜଗତରେ ବର୍ତ୍ତମାନ ଚର୍ଚ୍ଚିତ ଜାଟ୍ l ଏହା ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର ‘ଢାଇ କିଲୋ କା ହାଥ୍’ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ

ତେଲଙ୍ଗାନା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ପ୍ରତିଯୋଗିତା l ଆସନ୍ତା । ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଯାହାକୁ ନେଇ ରାଜ୍ୟରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକା ଜାଗୃତି ଶୁକ୍ଲାଙ୍କ ସହିତ ବିବାହ କରିଛନ୍ତି l ପୂର୍ବରୁ ଓଡିଶା ବାହାରେ ସେମାନଙ୍କ ନିର୍ବନ୍ଧ
WhatsApp us