ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ February 23, 2026 6:55 pm ଭୁବନେଶ୍ୱର : ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନୋରମ ଜଳପ୍ରପାତ ପାଇଁ ପ୍ରସିଦ୍ଧ । ରାଜ୍ୟର ଅନ୍ୟତମ ୫ଟି ପ୍ରମୁଖ ଜଳପ୍ରପାତ ହେଲା କୋରାପୁଟର ଡୁଡୁମା, କେନ୍ଦୁଝରର ସାନଘାଘରା ଓ ବଡ଼ଘାଘରା, ମୟୂରଭଞ୍ଜର ବରେହିପାଣି,