Explore

Search

February 14, 2026 5:53 am

February 13, 2026 ଖବର

ଗଞ୍ଜାମରେ ହେବ ଡିଫେନ୍ସ ଡ୍ରୋନ ଫ୍ୟାକ୍ଟ୍ରି

ବ୍ରହ୍ମପୁର : ଗଞ୍ଜାମରେ ଡ୍ରୋନ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରତିରକ୍ଷା ଉପକରଣ ନିର୍ମାତା ସଂସ୍ଥା ‘ଆଇଜି ଡିଫେନ୍ସ’କୁ ୩୦ ଏକର ଜମି ଆବଣ୍ଟନ କରାଯାଇଛି

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ , ପୁରୀ ଗଲେ ୭୪ ଶ୍ରଦ୍ଧାଳୁ : ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଗଞ୍ଜାମ : ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ବୃଦ୍ଧ ଓ ବିଧବା ମହିଳାମାନଙ୍କୁ ପବିତ୍ର ଶ୍ରୀମନ୍ଦିର ଦର୍ଶନର ସୁଯୋଗ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’। ଗଞ୍ଜାମ ଜିଲ୍ଲାର

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ହେଲେ ବିଚାରପତି

ନୂଆଦିଲ୍ଲୀ : ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ହେଲେ ବିଚାରପତି । ୨୪ ବର୍ଷୀୟା ଥାନ୍ୟା ନାଥନ ନିଜ ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି ।

ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ

ଜଗତସିଂହପୁର : ସମୁଦ୍ରତଟୀୟ ସହର ପାରାଦୀପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ମାନଚିତ୍ରରେ ନେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପାରାଦୀପ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ଦେବା ପାଇଁ ଆବଶ୍ୟକ ଢାଞ୍ଚାଗତ

ବିଶ୍ୱ ରେଡିଓ ଦିବସ : ସୂଚନା ଓ ସଚେତନତାର ସଶକ୍ତ ସ୍ୱର

ବିଶ୍ୱରେ ସୂଚନା ଓ ସମ୍ପ୍ରସାରଣ ମାଧ୍ୟମ ଭାବେ ରେଡିଓର ଗୁରୁତ୍ୱକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୧୩ ତାରିଖରେ ଅର୍ଥାତ ଆଜିର ଦିନରେ ବିଶ୍ୱ ରେଡିଓ ଦିବସ (World Radio Day) ପାଳନ

Live Cricket Score