ଗୋପାଳପୁର ବେଳାଭୂମି ମହୋତ୍ସବକୁ ବିଶ୍ଵସ୍ତରକୁ ନେବା ପାଇଁ ବ୍ୟାପକ ପ୍ରସ୍ତୁତି: ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜେନା January 25, 2026 8:17 pm ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଶୁଭାରମ୍ଭ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଯାପନ ୨୪ ରେ ବେଳାଭୂମି ସଫେଇ ଅଭିଯାନ ୨୫ ରେ ମେଗା ମାରାଥନ ୨୫ସକାଳେ ମଶାଲ ଶୋଭାଯାତ୍ରା, ସନ୍ଧ୍ୟାରେ ସମୁଦ୍ର ଆଳତି ଚଳିତ ୨୭