ଗୋପାଳପୁର ବେଳାଭୂମି ମହୋତ୍ସବ: ପ୍ରସ୍ତୁତି ବୈଠକ ଅନୁଷ୍ଠିତ January 3, 2026 11:05 pm ବ୍ରହ୍ମପୁର: ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ପ୍ରଦର୍ଶନୀ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ