

ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି l ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲେ l ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ

ଅପେକ୍ଷାର ହେବ ଅନ୍ତ ! ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର l ଅମୃତବେଳାରେ ହେବ ସ୍ଥାନାନ୍ତର l ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ ସକାଳ ୭ଟା ୧୭ରୁ ୧୧.୧୭
WhatsApp us