

ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଆଦର୍ଶ ଗୋଶାଳା l ପ୍ରାୟ ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ l ଯେଉଁଠାରେ ରାଜଧାନୀ ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ l

ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l ଏ ସଂକ୍ରାନ୍ତରେ ସାରର କୌଣସି ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି l ସେପ୍ଟେମ୍ବର ୩୦ ସୁଦ୍ଧା ୯,୫୫,୦୦୦ ମେଟ୍ରିକ

ସଶସ୍ତ୍ର ସୀମା ବଳ ଦ୍ବାରା ଭାରତ-ନେପାଳ ସୀମାରୁ ନେପାଳ ଜେଲରୁ ଫେରାର ଥିବା ଏ ସମସ୍ତ କଏଦୀଙ୍କୁ ଅଟକ ରଖାଯାଇଛି । ଉତ୍ତରପ୍ରଦେଶ ସୀମାରେ ୨୨ ଜଣ କଏଦୀ, ବିହାର ସୀମାରେ ୧୦ କଏଦୀ
WhatsApp us